ଅନ୍ତିକଣ Antikaṇa

  • ଗ୍ରା. ବି. (ସଂ. ଅନ୍ତ+ଓ. କଣ=କୋଣ) — ସର୍ବଶେଷ ପାଖର ଦୂରସ୍ଥ ଅଂଶ — The extremity
  • ଗ୍ରା. ବି. (ସଂ. ଅନ୍ତ+ଓ. କଣ=କୋଣ) — ଅନ୍ତିକଣେ ବାଉଁଶ ବଣେ—ଢଗ।