ଅନ୍ତଃସ୍ଥବର୍ଣ୍ଣ Antaḥsthabarṇṇa

  • ସଂ. ବି. (ବ୍ୟାକରଣ ପରିଭାଷା) — ମଧ୍ୟସ୍ଥ ବର୍ଣ୍ଣ ବା ଅକ୍ଷର; ଯେଉଁ ବର୍ଣ୍ଣ ସ୍ପର୍ଶ ଓ ଉଷ୍ଣ ବର୍ଣ୍ଣ ମଧ୍ୟରେ ଥାଏ (ଯଥା; ଯ, ର, ଳ, ବ) — The letters j̄a, Ra, La, and Wa