ଅନ୍ତିକ Antika

  • ସଂ. ବିଣ. (ଅନ୍ତ+ଇକ) — ସନ୍ନିହିତ — Adjacent
  • ସଂ. ବିଣ. (ଅନ୍ତ+ଇକ) — ନିକଟ — Near; nigh
  • ସଂ. ବି. — ନୈକଟ୍ୟ; ସନ୍ନିଧାନ — Proximity, nearness
  • ସଂ. ବି. — ଅନ୍ୟ ଜ୍ୟୋତି ସମ ଗତିରେ ଆସିଲା ରାଣୀ ଅନ୍ତିକେ—ରାଧାନାଥ, ଉଷା।