ଅନ୍ତଃସ୍ଥ ବ Antaḥstha ba

  • ସଂ. ବି. (ବ୍ୟାକରଣ) — ଅବର୍ଗ୍ୟ ବ — The 'wa' sound and letter
  • ସଂ. ବି. (ବ୍ୟାକରଣ) — [ଦ୍ର—ଏହାର ଉଚ୍ଚାରଣ 'ବ' ପରି। ଅଶିକ୍ଷିତ ଲୋକେ ଏହାକୁ ଓ୍ୱ ବା ଓ୍ୟ ମଧ୍ୟ ଲେଖନ୍ତି।]