ଅନ୍ତିକା Antikā

  • ସଂ. ବି. ସ୍ତ୍ରୀ. (ଅନ୍ତକ+ସ୍ତ୍ରୀ. ଅ) — ଜ୍ୟେଷ୍ଠ ଭଉଣୀ; ଅଗ୍ରଜା — The elder sister
  • ସଂ. ବି. ସ୍ତ୍ରୀ. (ଅନ୍ତକ+ସ୍ତ୍ରୀ. ଅ) — ଚୁଲ୍ଲି — Oven