ଅନୂପ Anūpa

  • ସଂ. ବିଣ. (ଅନୁ+ଅପ୍=ଜଳ+ଅ) — ଜଳପ୍ଳାବିତ (ସ୍ଥାନ) — Marshy (place)
  • ସଂ. ବିଣ. (ଅନୁ+ଅପ୍=ଜଳ+ଅ) — ଜଳଯୁକ୍ତ ବା ଜଳୀୟ (ଦେଶ) — 2. Watery (Country)
  • ସଂ. ବିଣ. (ଅନୁ+ଅପ୍=ଜଳ+ଅ) — ଓଦା ସ୍ଥାନ — Moist (Country):
  • ସଂ. ବି. ପୁଂ. — ମହିଷ — Buffalo
  • ସଂ. ବି. ପୁଂ. — (ନାମ) ପୁରାଣୋକ୍ତ ରାଜାବିଶେଷ — Name of a king