ଅନୂନ Anūna

  • ସଂ. ବି. (ନ+ଊନ) — ଅଖଣ୍ତ; ପୂର୍ଣ୍ଣ; ସମଗ୍ର — Whole; entire
  • ସଂ. ବି. (ନ+ଊନ) — ଅହୀନ — Not less; not less than
  • ସଂ. ବି. (ନ+ଊନ) — ଯାହା ଛୋଟ ବା ଅଳ୍ପ ନୁହେ — Not small; not little
  • ସଂ. ବି. (ନ+ଊନ) — ଅତିରିକ୍ତ; ଅତ୍ୟଧିକ — Excessive