ଅନୂର୍ଦ୍ଧ୍ୱା Anūrddhwā

  • ଦେ. ବି — ପ୍ରାଚୀନ ଅର୍ଣ୍ଣବପୋତବିଶେଷ — The name of a ship or a boat
  • ଦେ. ବି — [ଦ୍ର—ଭୋଜରାଜବର୍ଣ୍ଣିତ ଯୁକ୍ତିକଳ୍ପତରୁ ନାମକ ଗ୍ରନ୍ଥରେ ଏ ପୋତର ବିଶେଷ ବିବରଣ ଅଛି। ଜଗବନ୍ଧୁ—ପ୍ରାଚୀନ ଉତ୍କଳ।]