ଅନୃକ୍ Anṛuk

  • ସଂ. ବିଣ. ପୁଂ. (ନ+ଋଚ୍+କ୍ୱିପ୍+ଅ) — ଅବ୍ରତୁଆ ପିଲା; ଯେଉଁ ବାଳକର ଉପନୟନ ହୋଇ ନାହିଁ — A boy not initiated to the Upanayana ceremony
  • ସଂ. ବିଣ. ପୁଂ. — ଅବ୍ରତୁଆ — Not yet invested with the sacred thread