ଅନୂଦ୍ୟ Anūdya
- ସଂ. ବିଣ. (ଅନୁ+ବଦ ଧାତୁ+କର୍ମ. ଯ) — ଅନୁବାଦଯୋଗ୍ୟ; ଅନୁବାଦାର୍ହ — Fit to be translated
- ସଂ. ବିଣ. (ଅନୁ+ବଦ ଧାତୁ+କର୍ମ. ଯ) — ଅବକ୍ତବ୍ୟ — Unspeakable
- ସଂ. ବିଣ. (ଅନୁ+ବଦ ଧାତୁ+କର୍ମ. ଯ) — ଆତ୍ମାସମ୍ବନ୍ଧୀୟ — Pertaining to one's soul
- ସଂ. ବିଣ. (ଅନୁ+ବଦ ଧାତୁ+କର୍ମ. ଯ) — ଗୁରୁ; ଭାରି — Heavy
- ସଂ. ବିଣ. (ଅନୁ+ବଦ ଧାତୁ+କର୍ମ. ଯ) — ଅତିକୃପଣ — Miserly
- ସଂ. ବି. ଗୁରୁଜନ (ଯେଉଁମାନଙ୍କର ନାମ ଉଚ୍ଚାରଣ ଅକର୍ତ୍ତବ୍ୟ) — Superiors (whose names are unutterable.)