ଅନୃଜୁ Anṛuju

  • ସଂ. ବିଣ. (ନଞ ତତ୍; ନ+ଋଜୁ) — ବକ୍ର; ଅସଳଖ — Not straight; curved; crooked; tortuous
  • ସଂ. ବିଣ. (ନଞ ତତ୍; ନ+ଋଜୁ) — ଅସଳଖ; କପଟୀ — Insincere