ଅନୁସାରୀ Anusārī
- ସଂ. ବିଣ. ପୁଂ (ଅନୁ=ପଶ୍ଚାତ୍+ସୃ ଧାତୁ=ଗତି କରିବା) କର୍ତ୍ତୃ. ଇନ୍; 1 ମା. 1 ବ.) — ଅନୁସରଣ କରିବା (ବ୍ୟକ୍ତି); ଅନୁଯାୟୀ — Following after; follower
- ସଂ. ବିଣ. ପୁଂ (ଅନୁ=ପଶ୍ଚାତ୍+ସୃ ଧାତୁ=ଗତି କରିବା) କର୍ତ୍ତୃ. ଇନ୍; 1 ମା. 1 ବ.) — ଅନୁରୂପ — Similar; tallying with
- ସଂ. ବି. ସ୍ତ୍ରୀ. (ଅନୁସାର+ଈ) — ପ୍ରଭୁଙ୍କର ଅଙ୍ଗସେବା କରିବା ଚାକରାଣୀ; ଅଙ୍ଗଲଗା ଦାସୀ — a personal maidservant