ଅନୁସୂୟା Anusūyā

  • ସଂ. ବି. ସ୍ତ୍ରୀ (ନାମ) (ଅନୁ+ସୁ ଧାତୁ+ସଂଜ୍ଞାର୍ଥେ. ଯ) — ଅତ୍ରିମୁନିଙ୍କ ପତ୍ନୀ — The wife of the sage Atri
  • ସଂ. ବି. ସ୍ତ୍ରୀ (ନାମ) (ଅନୁ+ସୁ ଧାତୁ+ସଂଜ୍ଞାର୍ଥେ. ଯ) — ଶକୁନ୍ତଳାଙ୍କ ସଖୀବିଶେଷ — A companion of Ṡakuntaḻā