ଅନୁସରଣିଆଁ Anusaraṇiāñ
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅନୁସରଣ+ଓ. ଇଆ) — ଅନୁସରଣକାରୀ — Following (a person with a prayer)
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅନୁସରଣ+ଓ. ଇଆ) — ଆଶ୍ରିତ — Dependant
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅନୁସରଣ+ଓ. ଇଆ) — ଉମେଦ୍ୱାର; ପ୍ରାର୍ଥୀ — Suitor
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅନୁସରଣ+ଓ. ଇଆ) — ଯେ କୌଣସି କାର୍ଯ୍ୟ ପାଇଁ ଅନ୍ୟ ବ୍ୟକ୍ତିଙ୍କ ପଛରେ ଗୋଡ଼ାଇ ଥାଏ — Wating upon a person for the fulfilment of some aim