ଅନୁସରିବା Anusaribā

  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ପ୍ରାପ୍ତି ଆଶାରେ ପଛରେ ଗୋଡ଼ାଇବା — To be in pursuit for some thing
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ହେ ବୀର, ବିଫଳେ କିପାଁ ମର ଅନୁସରି। ରାଧାନାଥ, ମହାଯାତ୍ରା।
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ଅନୁସରଣ କରିବା — To pray personally
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ଅନୁସରି ରହି ଯେ ହରନ୍ତି ଦିନକୁ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ପ୍ରାର୍ଥୀ ହେବା — To be a suitor
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ଅନୁସରିଛି ଯେ! ମନୁ ପାସୋରିବୁ ନାହିଁ—ସଙ୍ଗୀତ।
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ବହୁତ ବିନୟ କରିବା — To assume excessive humility
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — କହିଲେହେଁ ଅନୁସରି ରାଜି ତ ନ ଦିଶିଲା ରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ—ଚ ଗୀତ।
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ଚଳିବା — To accompany
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ଯେ ସାଧୁ ସଙ୍ଗେ ଅନୁସରେ, ତୋ କଥାମୃତ ପାନକରେ। ଜଗନ୍ନାଥ, ଭାଗବତ, 4 ର୍ଥ — ଯେ ସାଧୁ ସଙ୍ଗେ ଅନୁସରେ, ତୋ କଥାମୃତ ପାନକରେ ଜଗନ୍ନାଥ, ଭାଗବତ,4ର୍ଥ
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ପାଛୋଟି ନେବା — To greet
  • ଦେ. ପଦ୍ୟ. କ୍ରୀ. (ସଂ. ଅନୁସରଣ) — ବାଳା ଅନୁସରି ନ ଆସିବା ଦେଖି ଛନ୍ନ—ଭଞ୍ଜ, ବୌଦେହୀଶବିଳାସ. 25 । 8 । — ବାଳା ଅନୁସରି ନ ଆସିବା ଦେଖି ଛନ୍ନ—ଭଞ୍ଜ, ବୌଦେହୀଶବିଳାସ.258