ଅନୁସନ୍ଧେୟ Anusandheya

  • ସଂ. ବିଣ. (ଅନୁ+ସମ୍+ଧା ଧାତୁ+କର୍ମ. ଯ) — ଯାହା ଖୋଜିବା ଦରକାର — To be scrutinised; to be searched after
  • ସଂ. ବିଣ. (ଅନୁ+ସମ୍+ଧା ଧାତୁ+କର୍ମ. ଯ) — ଅନ୍ୱେଷଣ କରିବାର ଯୋଗ୍ୟ — Worth enquiring; worthy of scrutiny