ଅନୁସୂଚକ Anusūchaka
- ସଂ. ବିଣ. ପୁଂ. (ଅନୁ+ସୂଚ ଧାତୁ+କର୍ତ୍ତୃ. ଅକ) — ଚିନ୍ତନୀୟ; ବିଚାର ଆବଶ୍ୟକ କରୁଥିବା — Occasioning refutation
- ସଂ. ବିଣ. ପୁଂ. (ଅନୁ+ସୂଚ ଧାତୁ+କର୍ତ୍ତୃ. ଅକ) — ଜ୍ଞାପନ — Pointing out
- ସଂ. ବିଣ. ପୁଂ. (ଅନୁ+ସୂଚ ଧାତୁ+କର୍ତ୍ତୃ. ଅକ) — ପଶ୍ଚାତ୍ ଚିନ୍ତା କରୁଥିବା — Reflecting
- ସଂ. ବିଣ. ପୁଂ. (ଅନୁ+ସୂଚ ଧାତୁ+କର୍ତ୍ତୃ. ଅକ) — ଇସାରା ଦ୍ୱାରା ପ୍ରକାଶ କରୁଥିବା (ବ୍ୟକ୍ତି) — Hinting