ଅନୁଶୋକ Anuṇoka

  • ସଂ. ବି. (ଅନୁ+ଶୁଚ ଧାତୁ+ଅ) — ଅନୁତାପ; ପଶ୍ଚାତ୍ତାପ — Repetance; regret; remose
  • ସଂ. ବି. (ଅନୁ+ଶୁଚ ଧାତୁ+ଅ) — ଦୁଃଖ — Sorrow