ଅନୁଶିଷ୍ଟ Anuṇishṭa

  • ସଂ. ବିଣ. ପୁଂ. (ଅନୁ+ଶାସ ଧାତୁ ଲ+କର୍ମ. ତ) — ଉପଦିଷ୍ଟ; ଶିକ୍ଷାପ୍ରାପ୍ତ — Taught; instructed
  • ସଂ. ବିଣ. ପୁଂ. (ଅନୁ+ଶାସ ଧାତୁ ଲ+କର୍ମ. ତ) — ଅନୁଜ୍ଞାତ; ଆଦିଷ୍ଟ; ଆଜ୍ଞପ୍ତ — Guided or governed by a rule