ଅନୁଶୀଳନୀୟ Anuṇīḻanīya

  • ସଂ. ବିଣ. (ଅନୁ+ଶୀଳ ଧାତୁ+କର୍ମ. ଅନୀୟ) — ଆଲୋଚନୀୟ; ଅନୁଶୀଳନର ଯୋଗ୍ୟ — Worth cultivation or exercise; worthy of being pursued