ଅନୁଶିଷ୍ୟ Anuṇishya

  • ସଂ. ବି. ପୁଂ. (ଅନୁ=ପଶ୍ଚାତ୍+ଶିଷ୍ୟ) — ନିମ୍ନ ଶ୍ରେଣୀର ଶିଷ୍ୟ — A disciple of the 2nd order
  • ସଂ. ବି. ପୁଂ. (ଅନୁ=ପଶ୍ଚାତ୍+ଶିଷ୍ୟ) — ଶିଷ୍ୟଠାରୁ ଶିକ୍ଷା ଲାଭ କରୁଥିବା ଅଳ୍ପପାଠୁଆ ଶିଷ୍ୟ — A disciple who is taught by a pupil of the higher class
  • ସଂ. ବି. ପୁଂ. (ଅନୁ=ପଶ୍ଚାତ୍+ଶିଷ୍ୟ) — ଶିଷ୍ୟର ଶିଷ୍ୟ — A pupil of a pupil