ଅନୁଶୋଚନ Anuṇochana

  • (ଅନୁ=ପଶ୍ଚାତ୍+ଶୁଚ ଧାତୁ+ଭାବ. ଅନ) — ଦୁଃଖ; ଅବ୍ଶୋସ୍ — Sorrow
  • (ଅନୁ=ପଶ୍ଚାତ୍+ଶୁଚ ଧାତୁ+ଭାବ. ଅନ) — ଅନୁତାପ; ପଶ୍ଚାତ୍ତାପ — Repentance; regret
  • (ଅନୁ=ପଶ୍ଚାତ୍+ଶୁଚ ଧାତୁ+ଭାବ. ଅନ) — ଶୋକ — Grief