ଅନୁଶୀଳନ Anuṇīḻana

  • ସଂ. ବି. (ଅନୁ+ଶୀଳ ଧାତୁ+ଭାବ. ଅନ) — ଆନ୍ଦୋଳନ; ଆଲୋଚନା; ଚର୍ଚ୍ଚା — Study; pursuit of a science; cultivation of a study
  • ସଂ. ବି. (ଅନୁ+ଶୀଳ ଧାତୁ+ଭାବ. ଅନ) — ଅନୁକ୍ଷଣ ସେବା; ପୁନଃପୁନଃ ଅଭ୍ୟାସ; ପାଠାଭ୍ୟାସ — Exercise