ଅନୁପାମ Anupāma
- ଗ୍ରା. ପ୍ରାଚୀନ ପଦ୍ୟ. ବିଣ. (ସଂ. ଅନୁପମ) — ଅନୁପମ (ଦେଖ) — Anupama (See)
- ଗ୍ରା. ପ୍ରାଚୀନ ପଦ୍ୟ. ବିଣ. (ସଂ. ଅନୁପମ) — ଶ୍ରୀ ହରେକୃଷ୍ଣ ରାମ ନାମ, ଚାରି ନିଗମେ ଅନୁପାମ। ଭୂପତି, ପ୍ରେମପଞ୍ଚାମୃତ, 1 । 1 । — ଶ୍ରୀ ହରେକୃଷ୍ଣ ରାମ ନାମ, ଚାରି ନିଗମେ ଅନୁପାମ ଭୂପତି, ପ୍ରେମପଞ୍ଚାମୃତ,11
- ଗ୍ରା. ବି — ଉପମା — Comparison
- ଗ୍ରା. ବି — ବୁଧି ନ ସ୍ଫୁରଇ କିସ ଦେବି ଅନୁପାମ। ପ୍ରାଚୀ — ବ୍ରହ୍ମନିରୂପଣ ଗୀତା