ଅନୁପାୟ Anupāya

  • ସଂ. ବି. (ନ+ଉପାୟ=ଉପାୟ-ରାହିତ୍ୟ) — ନିଃସହାୟତା — Helplessness
  • ସଂ. ବି. (ନ+ଉପାୟ=ଉପାୟ-ରାହିତ୍ୟ) — ନିରୁପାୟତା; ଉପାୟହୀନତା — Want of resource or expedience
  • ସଂ. ବି — ନିକୃଷ୍ଟ ଉପାୟ — Worthless or improper means
  • ସଂ. ବି — ଦୁର୍ବଳ ଲୋକ ବଳବନ୍ତ ଲୋକ ତୁଲେ / ଅନୁପାୟେ ଲାଗିଲେ ନାଶ ଯାଏ ଭଲେ। କୃଷ୍ଣସିଂହ, ମହାଭାରତ, ବନ।
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଉପାୟହୀନ; ନିରୁପାୟ — Resourceless
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଆଶ୍ରୟହୀନ — Helpless