ଅନୁପୂର୍ବ Anupūrba

  • ସଂ. କ୍ରି. (ଅନୁ=ଅନୁଗତ+ପୂର୍ବ) — ଯଥାକ୍ରମେ; ଏକ ପରେ ଏକ; ଏହିଭାବରେ — In due order; one after another; in regular sequence to one another
  • ବି — ଏକ ପରେ ଅନ୍ୟ ଏହିପରି ଧାରାବାହିକତା — Succession; sequence