ଅନୁପାତକ Anupātaka

  • ସଂ. ବି. (ଅନୁ=ହୀନ+ପାତକ=ପାପ) — ମହାପାତକ ପରି ପାତକ ବିଶେଷ — Heinous crime (e.g. theft, fraud, falsehood etc)
  • ସଂ. ବି. (ଅନୁ=ହୀନ+ପାତକ=ପାପ) — [ଦ୍ର—ଅନୁପାତକ 35 ପ୍ରକାର ଯଥା—( 1 ) ମିଥ୍ୟାବଚନ (ଆତ୍ମଶ୍ଳାଘା ବା ପରନିନ୍ଦା); ( 2 ) ରାଜାଙ୍କପ୍ରତି ଖଳତା; ( 3 ) ପିତାଙ୍କର ମିଥ୍ୟା ଦୋଷ କଥନ; ( 4 ) ବେଦତ୍ୟାଗ; ( 5 ) ବେଦନିନ୍ଦା; ( 6 ) ମିଥ୍ୟାସାକ୍ଷ୍ୟ; (ଜାଣି କରି ନ କହିବା ବା ମିଥ୍ୟା କହିବା) ( 7 ) ବନ୍ଧୁବଧ; ( 8 ) ଅନ୍ତ୍ୟଜ ଲୋକର ଅନ୍ନଭକ୍ଷଣ; ( 9 ) ଅଭକ୍ଷ୍ୟଭକ୍ଷଣ; ( 10 ) ନିକ୍ଷେପ ବା ଗଚ୍ଛିତ ଦ୍ରବ୍ୟ ଗ୍ରହଣ; ( 11 ) ମନୁଷ୍ୟହରଣ; ( 12 ) ଅଶ୍ୱହରଣ; ( 13 ) ରଜତ— ହରଣ; ( 14 ) ଭୂମିହରଣ; ( 15 ) ହୀରକହରଣ;( 16 ) ମଣିହରଣ; ଓ 19 ପ୍ରକାର ଅଗମ୍ୟ-ଗମନ। (ପକୃତିବାଦ ଅଭିଧାନ)] — [ଦ୍ର—ଅନୁପାତକ35ପ୍ରକାର ଯଥା—(1) ମିଥ୍ୟାବଚନ (ଆତ୍ମଶ୍ଳାଘା ବା ପରନିନ୍ଦା); (2) ରାଜାଙ୍କପ୍ରତି ଖଳତା; (3) ପିତାଙ୍କର ମିଥ୍ୟା ଦୋଷ କଥନ; (4) ବେଦତ୍ୟାଗ; (5) ବେଦନିନ୍ଦା; (6) ମିଥ୍ୟାସାକ୍ଷ୍ୟ; (ଜାଣି କରି ନ କହିବା ବା ମିଥ୍ୟା କହିବା) (7) ବନ୍ଧୁବଧ; (8) ଅନ୍ତ୍ୟଜ ଲୋକର ଅନ୍ନଭକ୍ଷଣ; (9) ଅଭକ୍ଷ୍ୟଭକ୍ଷଣ; (10) ନିକ୍ଷେପ ବା ଗଚ୍ଛିତ ଦ୍ରବ୍ୟ ଗ୍ରହଣ; (11) ମନୁଷ୍ୟହରଣ; (12) ଅଶ୍ୱହରଣ; (13) ରଜତ— ହରଣ; (14) ଭୂମିହରଣ; (15) ହୀରକହରଣ;(16) ମଣିହରଣ; ଓ19ପ୍ରକାର ଅଗମ୍ୟ-ଗମନ (ପକୃତିବାଦ ଅଭିଧାନ)]