ଅନୁପଲବ୍ଧ Anupalabdha

  • ସଂ. ବିଣ. (ବହୁବ୍ରୀହି; ନ+ଉପଲବ୍ଧ) — ଯାହା ବୋଧ ହୋଇ ନାହିଁ — Not realised; not perceived
  • ସଂ. ବିଣ. (ବହୁବ୍ରୀହି; ନ+ଉପଲବ୍ଧ) — ଯାହା ଅନୁଭୂତ ହୋଇ ନାହିଁ — Not experienced
  • ସଂ. ବିଣ. (ବହୁବ୍ରୀହି; ନ+ଉପଲବ୍ଧ) — ଅପ୍ରାପ୍ତ — Not received, attained or got