ଅନୁପମକ Anupamaka
- ଦେ. ବିଣ. (ସଂ. ଅନୁପମ) — ଅତୁଳନୀୟ — Incomparable; matchless
- ଦେ. ବିଣ. (ସଂ. ଅନୁପମ) — ତ୍ରିପୁର ପରଦମକ କର ନୂପୁର ଝମକ ରଚି ସମ୍ରାଟ ଟମକ / କେଡ଼େ ଯମକ / ସେହି ଜନ ପୂର୍ଣ୍ଣ କାମକ। ଭୋଗ କରି ଶୁଣିଛି ଯେ ଅନୁପମକ। ଭଞ୍ଜ, ପ୍ରେମସୁଧାନିଧି 7। 12 । — ତ୍ରିପୁର ପରଦମକ କର ନୂପୁର ଝମକ ରଚି ସମ୍ରାଟ ଟମକ / କେଡ଼େ ଯମକ / ସେହି ଜନ ପୂର୍ଣ୍ଣ କାମକ ଭୋଗ କରି ଶୁଣିଛି ଯେ ଅନୁପମକ ଭଞ୍ଜ, ପ୍ରେମସୁଧାନିଧି7 12