ଅନୁପମ Anupama

  • ସଂ. ବିଣ. (ବହୁବ୍ରୀହି; ନ+ଉପମା) — ଉପମାରହିତ; ଅନୁପମ; ଅଦ୍ୱିତୀୟ — Matchless; incomparable; paragon
  • ସଂ. ବିଣ. (ବହୁବ୍ରୀହି; ନ+ଉପମା) — ଅଦ୍ୱିତୀୟ — Peerless; unequalled