ଅନୁପପତ୍ତି Anupapatti

  • ସଂ. ବି. (ନ+ଉପପତ୍ତ; ଉପପତ୍ତିର ଅଭାବ) — ଯୁକ୍ତିରେ ପରାସ୍ତ ହେବା — Failure in argument
  • ସଂ. ବି. (ନ+ଉପପତ୍ତ; ଉପପତ୍ତିର ଅଭାବ) — ପ୍ରମାଣ କରି ନ ପାରିବା — Failure in demonstration
  • ସଂ. ବି. (ନ+ଉପପତ୍ତ; ଉପପତ୍ତିର ଅଭାବ) — ଅସଂଲଗ୍ନତା — Inconsistency
  • ସଂ. ବି. (ନ+ଉପପତ୍ତ; ଉପପତ୍ତିର ଅଭାବ) — ଅସଙ୍ଗତି — Want of means
  • ସଂ. ବି. (ନ+ଉପପତ୍ତ; ଉପପତ୍ତିର ଅଭାବ) — ଅସଙ୍ଗତଯୁକ୍ତି — Irrational or worthless reasoning