ଅନୁପପନ୍ନ Anupapanna

  • ସଂ. ବିଣ. (ନ+ଉପପନ୍ନ; ଯେ ଉପପନ୍ନ ନୁହେ) — ଯୁକ୍ତିଦ୍ୱାରା ପରାସ୍ତ; ଅଯୁକ୍ତ — Failed in argument
  • ସଂ. ବିଣ. (ନ+ଉପପନ୍ନ; ଯେ ଉପପନ୍ନ ନୁହେ) — ଅପ୍ରମାଣିତ; ଅସିଦ୍ଧ — Not demonstrated or proved