ଅନୁପଦେ Anupade

  • ଦେ. କ୍ରି. ବିଣ. (ସଂ. ଅନୁପଦ) — ପ୍ରତିପଦରେ; ପଦେପଦେ — At every step
  • ଦେ. କ୍ରି. ବିଣ. (ସଂ. ଅନୁପଦ) — ପୁନଃପୁନଃ — Repeatedly
  • ଦେ. କ୍ରି. ବିଣ. (ସଂ. ଅନୁପଦ) — କେତେହେଁ କହିବି ଅନୁପଦେ ବହୁ ବେଳ / ନ ଛାଡ଼ ତୁ ହରି, ଅତିଶୟ ରସେ ଚଳ। ପ୍ରାଚୀ, ରସବାରିଧି।