ଅନୁପଦୀ Anupadī

  • ସଂ. ବିଣ. ପୁଂ. (ଅନୁପଦ+ଇନ୍ 1 ମା 1 ବ) — ଅନ୍ୱେଷଣକାରୀ — Searcher
  • ସଂ. ବିଣ. ପୁଂ. (ଅନୁପଦ+ଇନ୍ 1 ମା 1 ବ) — ଯେ ଅନ୍ୟ ବ୍ୟକ୍ତିର ପଦାଙ୍କ ଅନୁସରଣ କରେ — One who follows the foot steps or example of another