ଅନୁଗତ Anugata
- ସଂ. ବିଣ. ପୁଂ. (ଅନୁ=ପଶ୍ଚାତ୍+ଗମ ଧାତୁ=ଯିବା+କର୍ମ. ତ ଯେ ପଛରେ ଯାଏ) — ମତାଧୀନ; ମତାନୁବର୍ତ୍ତୀ — Following obedient; devoted; attached to
- ସଂ. ବିଣ. ପୁଂ. (ଅନୁ=ପଶ୍ଚାତ୍+ଗମ ଧାତୁ=ଯିବା+କର୍ମ. ତ ଯେ ପଛରେ ଯାଏ) — ସେବକ; ଆଶ୍ରିବ (ବ୍ୟକ୍ତି) — Dependant on
- ସଂ. ବିଣ. ପୁଂ. (ଅନୁ=ପଶ୍ଚାତ୍+ଗମ ଧାତୁ=ଯିବା+କର୍ମ. ତ ଯେ ପଛରେ ଯାଏ) — ଅଧୀନସ୍ଥ (ବ୍ୟକ୍ତି) — Subordinate to