ଅନୁକ୍ଷଣେ Anukshaṇe

  • ଦେ. କ୍ରି. ବିଣ. (ସଂ. ଅନୁକ୍ଷଣରୁ, ଏହା କେବଳ ପଦ୍ୟରେ ବ୍ୟବହୁତ ହୁଏ) — ଅନୁକ୍ଷଣ (ଦେଖ) — Anukshaṇa (See)
  • ଦେ. କ୍ରି. ବିଣ. (ସଂ. ଅନୁକ୍ଷଣରୁ, ଏହା କେବଳ ପଦ୍ୟରେ ବ୍ୟବହୁତ ହୁଏ) — କେ ମୁରଲୀ ବଜାଉଛି ବୃନ୍ଦାବନେ ଗୋ। ଶ୍ରୁତିରେ ସୁଧା ବରଷେ ଅନୁକ୍ଷଣେ ଗୋ—ସଙ୍ଗୀତ।