ଅନୁକ୍ରୋଶ Anukroṡa

  • ସଂ. କ୍ରି. ବିଣ. (ଅନୁ=ସହିତ+କ୍ରୁଶ ଧାତୁ+ଅ) — ଦୟା; ଅନୁକମ୍ପା — Commiseration; tenderness
  • ସଂ. କ୍ରି. ବିଣ. (ଅନୁ=ସହିତ+କ୍ରୁଶ ଧାତୁ+ଅ) — ସହାନୁଭୂତି — Sympathy; compassion