ଅନୁକ୍ଷଣ Anukshaṇa

  • ସଂ. କ୍ରି. ବିଣ. (ଅନୁ=ପ୍ରତି+କ୍ଷଣ=ମୁହୂର୍ତ୍ତ=ଅନୁକ୍ଷଣଂ) — କ୍ଷଣକ୍ଷଣ; ପ୍ରତିକ୍ଷଣ; ମୁହୁର୍ମୁହୁଃ — Always; constantly; every moment