ଅନୁଗାମୀ Anugāmī

  • ସଂ. ବିଣ. (ଅନୁ=ପଛରେ+ଗମ ଧାତୁ=ଯିବା+ଇନ୍ =ଯେ ପଛରେ ଯାଏ) — ପଶ୍ଚାଦ୍ଗାମୀ; ସହଚର — Follower; attendant
  • ସଂ. ବିଣ. (ଅନୁ=ପଛରେ+ଗମ ଧାତୁ=ଯିବା+ଇନ୍ =ଯେ ପଛରେ ଯାଏ) — ମତାନୁବର୍ତ୍ତୀ — Follower of an idea or opinion