ଅନୁଗୁଳ Anugun̄a
- ଦେ. ବି. (ନାମ) ଓଡିଶାର ଗୋଟିଏ ଜିଲ୍ଲା — A district of odisa
- ଦେ. ବି. (ନାମ) [ଦ୍ର—ଏହା ଓଡିଶା ଗଡ଼ଜାତ ମାହାଲ ମଧ୍ୟରେ ଅବସ୍ଥିତ। ଅନୁଗୁଳର ରାଜା ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ ଯୁଦ୍ଧ କରି ପରାଜିତ ଓ ବନ୍ଦୀ ହେଲେ। ତେଣୁ 1847 ଖ୍ରୀଷ୍ଟାଦ୍ଦରେ କମିସନର୍ ଗୋଲ୍ଡସ୍ବରୀଙ୍କ ଶାସନ କାଳରେ ଏ ରାଜ୍ୟ ଖାସ୍ କରାଗଲା। ବର୍ତ୍ତମାନ ଏହା ଓଡ଼ିଶାର ଗୋଟିଏ ବେଗର୍ କାନୁନ୍ (Non-regulation district) ଜିଲ୍ଲା ହୋଇଛି। ଅନୁ ନାମରେ ଜଣେ କନ୍ଧ ଏ ରାଜ୍ୟ ସ୍ଥାପନ କରିଥିବାରୁ ଏହାର ନାମ ଅନୁଗୁଳ ହୋଇଅଛି।] — [ଦ୍ର—ଏହା ଓଡିଶା ଗଡ଼ଜାତ ମାହାଲ ମଧ୍ୟରେ ଅବସ୍ଥିତ ଅନୁଗୁଳର ରାଜା ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ ଯୁଦ୍ଧ କରି ପରାଜିତ ଓ ବନ୍ଦୀ ହେଲେ ତେଣୁ1847ଖ୍ରୀଷ୍ଟାଦ୍ଦରେ କମିସନର୍ ଗୋଲ୍ଡସ୍ବରୀଙ୍କ ଶାସନ କାଳରେ ଏ ରାଜ୍ୟ ଖାସ୍ କରାଗଲା ବର୍ତ୍ତମାନ ଏହା ଓଡ଼ିଶାର ଗୋଟିଏ ବେଗର୍ କାନୁନ୍ (Non-regulation district) ଜିଲ୍ଲା ହୋଇଛି ଅନୁ ନାମରେ ଜଣେ କନ୍ଧ ଏ ରାଜ୍ୟ ସ୍ଥାପନ କରିଥିବାରୁ ଏହାର ନାମ ଅନୁଗୁଳ ହୋଇଅଛି]