ଅନୁଗଙ୍ଗ Anugaṅga

  • ସଂ. ବିଣ. [ଅବ୍ୟୟୀଭାବ; ଅନୁ=ସମୀପବର୍ତ୍ତୀ+ଗଙ୍ଗା (ନଦୀ) — ଯାହା ଗଙ୍ଗା ନଦୀର ନିକଟବର୍ତ୍ତୀ; ଗଙ୍ଗା ନଦୀର ସମୀପସ୍ଥ; (ପ୍ରଦେଶ) — Gangetic; lying near the Ganges; (country) adjoining the Ganges