ଅଧ୍ୱଗା Adhwagā

  • ସଂ. ବି. ସ୍ତ୍ରୀ. (ଅଧ୍ୱଗ+ସ୍ତ୍ରୀ. ଆ) — ଅଧ୍ୱଗର ସ୍ତ୍ରୀଲିଙ୍ଗ — Feminine of Adhwaga
  • ସଂ. ବି. ସ୍ତ୍ରୀ. (ଅଧ୍ୱଗ+ସ୍ତ୍ରୀ. ଆ) — ଗଙ୍ଗାନଦୀ — The river Ganges