ଅଧ୍ୱଗ Adhwaga
- ସଂ. ବି. ପୁଂ. (ଅଧ୍ୱନ୍+ଗମ ଧାତୁ+କର୍ତ୍ତୃ. ଅ; ଯେ ବାଟରେ ଯାଏ) — ପଥିକ; ବାଟୋଇ — A traveller
- ସଂ. ବି. ପୁଂ. (ଅଧ୍ୱନ୍+ଗମ ଧାତୁ+କର୍ତ୍ତୃ. ଅ; ଯେ ବାଟରେ ଯାଏ) — ସୂର୍ଯ୍ୟ — The sun
- ସଂ. ବି. ପୁଂ. (ଅଧ୍ୱନ୍+ଗମ ଧାତୁ+କର୍ତ୍ତୃ. ଅ; ଯେ ବାଟରେ ଯାଏ) — ଉଷ୍ଟ୍ର — Camel
- ସଂ. ବି. ପୁଂ. (ଅଧ୍ୱନ୍+ଗମ ଧାତୁ+କର୍ତ୍ତୃ. ଅ; ଯେ ବାଟରେ ଯାଏ) — ଖଚର — Mule