ଅଧ୍ୱନୀନ Adhwanīna

  • ସଂ. ବିଣ. ପୁ. (ଅଧ୍ୱନ୍+ସର୍ବଦା ଭ୍ରମଣ କରିବା ଅର୍ଥରେ. ଈନ) — ସର୍ବଦା ଭ୍ରମଣକାରୀ — Always travlling
  • ସଂ. ବିଣ. ପୁ. (ଅଧ୍ୱନ୍+ସର୍ବଦା ଭ୍ରମଣ କରିବା ଅର୍ଥରେ. ଈନ) — ଭ୍ରମଣ ବା ଯାତ୍ରା କରିବାକୁ ସମର୍ଥ — Able to undertake a journey
  • ସଂ. ବି. ପୁଂ — ପର୍ଯ୍ୟଟକ; ପଥିକ — A travelling; way-farer
  • ସଂ. ବି. ପୁଂ — ଦ୍ରୁତଗାମୀ ପଥିକ — A traveller going fast
  • ସଂ. ବି. ପୁଂ — ସୂର୍ଯ୍ୟ — The sun