ଅଧ୍ରୁବ Adhruba

  • ସଂ. ବିଣ. (ଅ+ଧ୍ରୁବ) — ଅନିଶ୍ଚିତ — Uncertain
  • ସଂ. ବିଣ. (ଅ+ଧ୍ରୁବ) — ଅସ୍ଥାୟୀ — Not permanent
  • ସଂ. ବିଣ. (ଅ+ଧ୍ରୁବ) — ଅସ୍ଥିର — Not fixed
  • ସଂ. ବିଣ. (ଅ+ଧ୍ରୁବ) — ସନ୍ଦେହଜନକ — Doubtful