ଅଧ୍ୟେଷଣ Adhyeshaṇa

  • ସଂ. ବି. (ଅଧି=ଇଷ ଧାତୁ+ଇଚ୍ଛା କରିବା+ଭାବ. ଅନ) — ଜିଜ୍ଞାସା — Questioning
  • ସଂ. ବି. (ଅଧି=ଇଷ ଧାତୁ+ଇଚ୍ଛା କରିବା+ଭାବ. ଅନ) — ପ୍ରାର୍ଥନା — Prayer
  • ସଂ. ବି. (ଅଧି=ଇଷ ଧାତୁ+ଇଚ୍ଛା କରିବା+ଭାବ. ଅନ) — ଗୁରୁଙ୍କୁ ସନ୍ଥ ମାଗିବା — Soliciting instruction