ଅଧ୍ରିୟମାଣ Adhriyamāṇa

  • ସଂ. ବିଣ. (ଅ+ଧୃ ଧାତୁ+କର୍ମ. ଆନ) — ଧରା ହୋଇ ନ ଥିବା — Not held
  • ସଂ. ବିଣ. (ଅ+ଧୃ ଧାତୁ+କର୍ମ. ଆନ) — ମୃତ — Dead (M.W.)
  • ସଂ. ବିଣ. (ଅ+ଧୃ ଧାତୁ+କର୍ମ. ଆନ) — ମିଳୁ ନ ଥିବା — Not forth-coming