ଅଧ୍ୱର୍ୟ୍ୟୁ Adhwarj̄yu
- ସଂ. ବି. (ଅଧ୍ୱର+ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. କ୍ୱିପ୍) — ଯଜୁର୍ବେଦଜ୍ଞ; ଯାଜ୍ଞକ; ଋତ୍ୱିକ — An officiating priest in a fire-sacrifice
- ସଂ. ବି. (ଅଧ୍ୱର+ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. କ୍ୱିପ୍) — [ଦ୍ର—ଯଜ୍ଞର ପୁରୋହିତମାନଙ୍କର ଭିନ୍ନ ଭିନ୍ନ କର୍ତ୍ତବ୍ୟ ଅନୁସାରେ ଭିନ୍ନ ଭିନ୍ନ ନାମ ଥିଲା, ଯଥା—ହୋତା, ଉଦ୍ଗାତା, ବ୍ରହ୍ମା, ଅଧ୍ୱର୍ଯ୍ୟୁ। ଯଜ୍ଞ ଭୂମିକୁ ମାପ କରି ଯଜ୍ଞ ବେଦୀ ନିର୍ମାଣ କରିବା, ଯଜ୍ଞ ପାତ୍ର ପ୍ରସ୍ତୁତ କରିବା, ଜଳ ଓ ସମିଧ ସଂଗ୍ରହ କରିବା, ନିଆଁ ଲଗାଇବା, ପଶୁକୁ ଆଣିବା ଓ ପଶୁକୁ ବଧ କରିବା ଅଧ୍ୱର୍ଯ୍ୟୁଙ୍କ କର୍ମ; ଏହି ସବୁ କର୍ମ କରୁ କରୁ ସେ ଯଜୁର୍ବେଦ ମନ୍ତ୍ର ବୋଲୁଥିବେ।]
- ସଂ. ବି. (ଅଧ୍ୱର+ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. କ୍ୱିପ୍) — ଯଜୁର୍ବେଦ — The J̄ajurbeda
- ସଂ. ବି. (ଅଧ୍ୱର+ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. କ୍ୱିପ୍) — ଯଜୁର୍ବେଦୀ ବ୍ରାହ୍ମଣ — An adherent of the J̄ajurbeda