ଅଧିଜ୍ୟ Adhijya

  • ସଂ. ବିଣ. (ବହୁବ୍ରୀହି; ଅଧି=ଅଧ୍ୟାରୂଢ଼+ଜ୍ୟା=ଗୁଣ) — ଯେଉଁ ଧନୁରେ ଗୁଣ ଚଢ଼ା ଯାଇଥାଏ — (a bow) Having the bow-string on; ready-stringed (bow)