ଅଧିଜିହ୍ୱା Adhijihwa
- ସଂ. ବି. (ବହୁବ୍ରୀହି; ଅଧି=ଅଧିକା+ଜିହା) — ଦ୍ୱିଜିହ୍ୱ; ସର୍ପ — Serpent
- ସଂ. ବି. (ବହୁବ୍ରୀହି; ଅଧି=ଅଧିକା+ଜିହା) — [ଦ୍ର—ପୁରାଣମତରେ କୁଶ ଉପରେ ରଖା ଯାଇଥିବା ଅମୃତକୁ ଜିଭରେ ଚାଟିଲାବେଳେ ସାପଙ୍କ ଜିଭ କୁଶ ଦାଢ଼ରେ ଦୁଇଫାଳ ହୋଇ ଚିରି ହୋଇ ଯିବାରୁ ସେହି ଦିନଠାରୁ ସାପଙ୍କ ବଂଶଧରମାନଙ୍କର ଜିଭ ଦୁଇଫାଳିଆ ହୋଇଅଛି।]